Sorry, you need to enable JavaScript to visit this website.
Skip to main content

ବକ୍ସି ଜଗବନ୍ଧୁ

ବକ୍ସି ଜଗବନ୍ଧୁ

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର (ଭ୍ରମରବର ରାୟ) ଖୋର୍ଦ୍ଧାର ୧୮୪୭ ରେ ଐତିହାସିକ ପାଇକ ବିଦ୍ରୋହର ନେତା ଥିଲେ। ସେ ରୋଢଙ୍ଗର ଜମିଦାର ଥିଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବରେ ମନୋନୀତ କରିଥିଲେ। ବାସ୍ତବରେ, ବକ୍ସିଙ୍କ ନେତୃତ୍ୱରେ ଖୋର୍ଦ୍ଧାର ଲୋକମାନେ ଭାରି କର ଏବଂ କରମୁକ୍ତ ଜମିରେ ଅନଧିକାର ପ୍ରବେଶ ଓ ଲୁଣ ଉପରେ ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱରଉତ୍ତୋଳନ କରିଥିଲେ | ଏହା ବ୍ୟତୀତ କୃଷ୍ଣ ସିଂହ ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କରିଥିଲେ ଯିଏ ତାଙ୍କ ଭାଇଙ୍କ ନାମରେ ସମ୍ପୁର୍ଣ୍ଣ ଜମି ରେକର୍ଡ କରିଥିଲେ। ଏହା ଏକ ବିପ୍ଳବର କାରଣ ହୋଇଥିଲା ଏବଂ ବକ୍ସି ବିପ୍ଳବର ସର୍ଦ୍ଦାର ଥିଲେ |