Sorry, you need to enable JavaScript to visit this website.
Skip to main content

ଵୀର ସୁରେନ୍ଦ୍ର ସାଏ

ଵୀର ସୁରେନ୍ଦ୍ର ସାଏ

ଐତିହାସିକ ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ, ଓଡିଶାର ପାଇକମାନେ ୧୮୧୭ ମସିହାରେ ଏକାଠି ହୋଇଥିଲେ, ଯାହା ପାଇକ ବିଦ୍ରୋହ ନାମରେ ପରିଚିତ ହୋଇଥିଲା | ସାହସୀ ଏବଂ ନିର୍ଭୀକ ପାଇକମାନେ ଓଡିଶା ମାଟିରୁ ବ୍ରିଟିଶ ଶାସନକୁ ହଟାଇ ଦେବା ପାଇଁ ଖଣ୍ଡା ଉଠାଇଥିଲେ | ଇଂରେଜମାନେ  "ପାଇକ" ବିଦ୍ରୋହର ମୁଖ୍ୟ କରୁଣାକର ସର୍ଦ୍ଦାରଙ୍କୁ କାରାଗାରରେ ରଖିଥିଲେ, କୁଜଙ୍ଗର ନାରାୟଣ ପରମଗୁରୁ ଓ କନିକାର ବାମଦେବ ପାଟ୍ଟଜୋଶୀଙ୍କୁ ନିର୍ବାସିତ କରାଯାଇଥିଲା ଏବଂ ବୀର ନେତା ଜୟ ରାଜଗୁରୁଙ୍କୁ ଫାଶୀ ଦିଆଯାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା |